or_tn/act/07/30.md

692 B

When forty years were past

୪୦ ବର୍ଷ ବିତିଗଲା ପରେ I ଏହି ସମୟ ଅବଧି ମୋଶା ମିଦିୟନରେ ରହିଥିଲେ I ବିକଳ୍ପ ଅନୁବାଦ: “ମୋଶା ମିଶରରୁ ପଳାୟନ କରିବାର ୪୦ ବର୍ଷ ପରେ” (ଦେଖ: rc://*/ta/man/translate/figs-explicit)

an angel appeared

ସ୍ତିଫାନଙ୍କର ଶ୍ରୋତାମାନେ ଜାଣିଥିଲେ ଯେ ଈଶ୍ବର ଦୂତଙ୍କ ଦ୍ବାରା କଥା କହିଥିଲେ I UST ଏହା ସ୍ପଷ୍ଟ କରିଥାଏ I (ଦେଖ: rc://*/ta/man/translate/figs-explicit)