or_tn/act/07/26.md

1.4 KiB

General Information:

ଏଠାରେ “ଆମ୍ଭମାନଙ୍କୁ” ଶବ୍ଦ ଇଶ୍ରାୟେଲୀୟମାନଙ୍କୁ ବୁଝାଏ, କିନ୍ତୁ ମୋଶାଙ୍କୁ ଅନ୍ତର୍ଭୁକ୍ତ କରେ ନାହିଁ I (ଦେଖ: rc://*/ta/man/translate/figs-exclusive)

some Israelites

ଯାତ୍ରା ପୁସ୍ତକର ବିବରଣରୁ ଶ୍ରୋତାମାନେ ଜାଣିଥିବେ ଯେ ଏମାନେ ଦୁଇ ଜଣ ଥିଲେ, କିନ୍ତୁ ସ୍ତିଫାନ ତାହା ନିର୍ଦ୍ଦିଷ୍ଟ କରି ନ ଥିଲେ I (ଦେଖ: rc://*/ta/man/translate/figs-explicit)

put them at peace with each other

କଳହରୁ ନିବୃତ୍ତ କରିବାକୁ ଚେଷ୍ଟା କଲେ

Men, you are brothers

ମୋଶା କଳହ କରୁଥିବା ଇଶ୍ରାୟେଲୀୟମାନଙ୍କୁ କହିଥିଲେ I

why are you hurting one another?

ମୋଶା ସେମାନଙ୍କୁ କଳହ ବନ୍ଦ କରିବାପାଇଁ ଉତ୍ସାହ ଦେବାକୁ ଏହି ପ୍ରଶ୍ନ କରିଥିଲେ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ପରସ୍ପରକୁ ଅଘାତ କରିବା ଉଚିତ ନୁହେଁ!” (ଦେଖ: rc://*/ta/man/translate/figs-rquestion)