or_tn/act/07/24.md

831 B

Seeing an Israelite being mistreated ... the Egyptian

କ୍ରମକୁ ଆଉଥରେ ସଜାଡି ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଜଣେ ମିଶରୀୟକୁ ଜଣେ ଇଶ୍ରାୟେଲୀୟ ପ୍ରତି ଦୁର୍ବ୍ୟବହାର କରୁଥିବା ଦେଖି, ମୋଶା ଇଶ୍ରାୟେଲୀୟର ପକ୍ଷହୋଇ ଉପଦ୍ରବ କରୁଥିବା ମିଶରୀୟକୁ ଆଘାତ କରି ପ୍ରତିଶୋଧ ନେଲେ” (See: rc://*/ta/man/translate/figs-activepassive)

striking the Egyptian

ମୋଶା ମିଶରୀୟକୁ ଏତେ ଜୋର୍ ରେ ଆଘାତ କଲେ ଯେ ସେ ମରିଗଲା I