or_tn/act/07/23.md

1.1 KiB

it came into his heart

ଏଠାରେ “ହୃଦୟ” ଶବ୍ଦଟି “ମନ” ର ଏକ ପ୍ରତିଶବ୍ଦ I “ଏହା ତାଙ୍କର ହୃଦୟ ମଧ୍ୟକୁ ଆସିଲା” ବାକ୍ୟାଂଶଟି ଏକ ରୂଢି ଯାହାର ଅର୍ଥ କିଛି କରିବାକୁ ସ୍ଥିର କରିବା I ବିକଳ୍ପ ଅନୁବାଦ: “ଏହା ତାଙ୍କର ମନ ମଧ୍ୟକୁ ଆସିଲା” କିମ୍ବା “ସେ ସ୍ଥିର କଲେ” (ଦେଖ: [[rc:///ta/man/translate/figs-metonymy]] ଓ [[rc:///ta/man/translate/figs-idiom]])

visit his brothers, the children of Israel

ଏହା ତାଙ୍କର ଲୋକମାନଙ୍କୁ ବୁଝାଏ, କେବଳ ତାଙ୍କର ପରିବାରକୁ ନୁହେଁ I ବିକଳ୍ପ ଅନୁବାଦ: “ତାଙ୍କର ଆପଣା ଲୋକମାନେ, ଅର୍ଥାତ୍ ଇଶ୍ରାୟେଲ ସନ୍ତାନମାନେ କିପରି କରୁଛନ୍ତି ତାହା ଦେଖିବାକୁ” (See: rc://*/ta/man/translate/figs-explicit)