or_tn/act/07/21.md

12 lines
1.3 KiB
Markdown

# When he was placed outside
ଫାରୋଙ୍କର ଆଜ୍ଞା ସକାଶୁ ମୋଶା “ବାହାରେ ରଖାଗଲେ I” ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେତେବେଳେ ତାଙ୍କର ପିତାମାତା ତାଙ୍କୁ ବାହାରେ ରଖିଲେ” ବା “ଯେତେବେଳେ ସେମାନେ ତାଙ୍କୁ ପରିତ୍ୟାଗ କଲେ” (ଦେଖ: [[rc://*/ta/man/translate/figs-activepassive]])
# Pharaoh's daughter ... raised him as her own son
ଜଣେ ମାତା ଯେଭଳି ଆପଣା ପୁତ୍ର ପାଇଁ କରନ୍ତି, ସେଭଳି ସେ ତାଙ୍କପାଇଁ ପ୍ରତ୍ୟେକ ବିଷୟରେ ଉତ୍ତମ ଯତ୍ନ ନେଲେ I ଜଣେ ମାତା ଆପଣା ପୁତ୍ରକୁ ଏକ ସୁସ୍ଥସବଳ ବୟସ୍କଲୋକ କରି ବଢାଇବାପାଇଁ ଯାହା ସବୁ କରନ୍ତି, ତାହା ବୁଝାଇବାପାଇଁ ତୁମ ଭାଷାର ସାଧାରଣ ଶବ୍ଦ ବ୍ୟବହାର କର I
# as her own son
ସତେ ଯେପରି ସେ ଆପଣା ପୁତ୍ର ଥିଲେ