or_tn/act/07/15.md

563 B

he died

ନିଶ୍ଚିତ କର ଯେ ଏହା ଏପରି ବୁଝା ନ ଯାଉ ସତେ ଯେପରି ସେ ମିଶରରେ ପହଞ୍ଚିବା ସଙ୍ଗେ ସଙ୍ଗେ ମୃତ୍ୟୁଭୋଗ କଲେ I ବିକଳ୍ପ ଅନୁବାଦ: “ଘଟଣାକ୍ରମେ ଯାକୁବ ମୃତ୍ୟୁଭୋଗ କଲେ I

he and our fathers

ଯାକୁବ ଓ ତାଙ୍କର ପୁତ୍ରମାନେ, ଯେଉଁମାନେ ଆମ୍ଭମାନଙ୍କର ପିତୃପୁରୁଷ ଥିଲେ