or_tn/act/07/01.md

8 lines
1.2 KiB
Markdown

# General Information:
“ଆମ୍ଭମାନଙ୍କର” ଶବ୍ଦଟି ଉଭୟ ସ୍ତିଫାନଙ୍କୁ ଓ ସେ ଯେଉଁମାନଙ୍କୁ କଥା କହୁଥିଲେ ଯିହୂଦୀ ମହାସଭାର ସେହି ସଦସ୍ୟମାନଙ୍କୁ ତଥା ସମଗ୍ର ଶ୍ରୋତାଗଣଙ୍କୁ ବୁଝାଏ I “ତୁମ୍ଭର” ଶବ୍ଦଟି ଏକବଚନ ଅଟେ ଓ ଅବ୍ରାହାମଙ୍କୁ ବୁଝାଏ I(ଦେଖ: [[rc://*/ta/man/translate/figs-you]])
# Connecting Statement:
ସ୍ତିଫାନଙ୍କ ବିଷୟରେ ବର୍ଣ୍ଣିତ ଘଟଣାର ଅଂଶ, ଯାହା [ପ୍ରେରିତ ୬:୮](../06/08.md)ରେ ଆରମ୍ଭ ହୋଇଥିଲା, ତାହା ଜାରି ରହିଛି I ଇଶ୍ରାୟେଲର ଇତିହାସରେ ଘଟିଥିବା ଘଟଣା ବିଷୟରେ କହି ସ୍ତିଫାନ ମହାଯାଜକ ଓ ମହାସଭାକୁ ଆପଣାର ପ୍ରତ୍ୟୁତ୍ତର ଦେବା ଆରମ୍ଭ କରୁଛନ୍ତି I ଏହି ଇତିହାସର ଅଧିକାଂଶ ବିଷୟ ମୋଶାଙ୍କର ଲେଖାଗୁଡ଼ିକରୁ ଆସିଛି I