or_tn/act/06/01.md

2.9 KiB

General Information:

ଏଇଠୁ ଘଟଣାର ନୁଆ ଏକ ଅଂଶର ଆରମ୍ଭ ହେଉଛି I ଘଟଣାକୁ ବୁଝିବାପାଇଁ ଲୂକ ଗୁରୁତ୍ବପୂର୍ଣ୍ଣ ପୃଷ୍ଠଭୂମି ସୂଚନା ଦେଉଛନ୍ତି I (ଦେଖ: rc://*/ta/man/translate/writing-background)

Now in these days

ବିବେଚନା କର ଯେ ତୁମ ଭାଷାରେ ଘଟଣାର ଏକ ନୂଆ ଅଂଶକୁ କିପରି ପରିଚୟ କରାଯାଏ I (ଦେଖ: rc://*/ta/man/translate/writing-newevent)

was multiplying

ଅତ୍ୟଧିକ ବୃଦ୍ଧି ପାଉଥିଲା

Grecian Jews

ଏହି ଯିହୂଦୀମାନେ ସେମାନଙ୍କର ଅଧିକାଂଶ ଜୀବନ କାଳ ଇଶ୍ରାୟେଲ ବାହାରେ ରୋମୀୟ ସାମ୍ରାଜ୍ୟର କୌଣସି ସ୍ଥାନରେ କଟାଇଥିଲେ ଓ ଗ୍ରୀକ୍ ଭାଷା କହି ବଢିଥିଲେ I ସେମାନଙ୍କର ଭାଷା ଓ ସଂସ୍କୁତି ଇଶ୍ରାୟେଲରେ ବଢିଥିବା ଲୋକମାନଙ୍କଠାରୁ କିଛି ଭିନ୍ନ ଥିଲା I

the Hebrews

ଏମାନେ ଇଶ୍ରାୟେଲରେ ବଢିଥିବା ଏବ୍ରୀ ବା ଆରାମିକ୍ ଭାଷାବାଦୀ ଯିହୂଦୀମାନେ ଥିଲେ I ମଣ୍ଡଳୀରେ ବର୍ତ୍ତମାନ ସୁଦ୍ଧା କେବଳ ଯିହୂଦୀ ଓ ଯିହୂଦୀ ଧର୍ମାବଲମ୍ବୀମାନେ ସଂଯୁକ୍ତ ଥିଲେ I

widows

ଯେଉଁ ସ୍ତ୍ରୀମାନଙ୍କର ସ୍ବାମୀମାନେ ମରିଯାଇଥିଲେ

their widows were being overlooked

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ : “ଏବ୍ରୀୟ ବିଶ୍ବାସୀମାନେ ଗ୍ରୀକ୍ କହୁଥିବା ବିଧବାମାନଙ୍କୁ ଉପେକ୍ଷା କରୁଥିଲେ” (ଦେଖ: rc://*/ta/man/translate/figs-activepassive)

being overlooked

ଉପେକ୍ଷିତ ହେବା କିମ୍ବା “ମନେ ନ ପଡିବା I” ଯେଉଁମାନେ ସାହାଯ୍ୟ ପାଇବାକୁ ଆବଶ୍ୟକ କରୁଥିଲେ ସେମାନଙ୍କ ସଂଖ୍ୟା ଏତେ ଅଧିକ ଥିଲା ଯେ କେତେକ ଉପେକ୍ଷିତ ହୋଇଯାଉଥିଲେ I

daily distribution of food

ପ୍ରେରିତମାନଙ୍କୁ ଦିଆଯାଉଥିବା ଅର୍ଥର କିଛି ଅଂଶ ଆଦ୍ୟ ମଣ୍ଡଳୀର ବିଧବାମାନଙ୍କ ନିମନ୍ତେ ଖାଦ୍ୟ କିଣିବା ସକାଶେ ବ୍ୟବହୃତ ହେଉଥିଲା I