or_tn/act/05/42.md

752 B

Thereafter every day

ସେହି ଦିନ ପରେ, ପ୍ରତିଦିନ I ଏହି ବାକ୍ୟାଂଶଟି ପରବର୍ତ୍ତୀ ଦିନ ଗୁଡିକରେ ପ୍ରତିଦିନ ପ୍ରେରିତମାନେ କଅଣ କଲେ, ତାହା ସୂଚାଇଥାଏ I

in the temple and from house to house

ସେମାନେ ମନ୍ଦିର ଗୃହ ଭିତରକୁ ଗଲେ ନାହିଁ ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣରେ ଓ ଭିନ୍ନ ଭିନ୍ନ ଲୋକଙ୍କ ଘରେ” (ଦେଖ: rc://*/ta/man/translate/figs-explicit)