or_tn/act/05/41.md

977 B

they were counted worthy to suffer dishonor for the Name

ପ୍ରେରିତମାନେ ଆନନ୍ଦିତ ହେଲେ କାରଣ ଯିହୂଦୀ ନେତାମାନଙ୍କ ଦ୍ବାରା ତିରସ୍କୃତ ହେବାକୁ ଦେବା ଦ୍ବାରା ଈଶ୍ବର ସେମାନଙ୍କୁ ସମ୍ମାନିତ କଲେ I ଏହାକୁ କର୍ତ୍ତୃବାଚ୍ୟରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ନାମ ସକାଶୁ ଅପମାନ ଭୋଗିବାକୁ ଈଶ୍ବର ସେମାନଙ୍କୁ ଯୋଗ୍ୟ ଗଣିତ କଲେ” (ଦେଖ: rc://*/ta/man/translate/figs-activepassive)

for the Name

ଏଠାରେ “ନାମ” ଯୀଶୁଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଯୀଶୁଙ୍କ ପାଇଁ” (ଦେଖ: rc://*/ta/man/translate/figs-metonymy)