or_tn/act/05/39.md

8 lines
796 B
Markdown

# if it is of God
ଏଠାରେ “ତାହା” “ଏହି ମନ୍ତ୍ରଣା ଅବା କର୍ମ“କୁ ବୁଝାଏ I ବିକଳ୍ପ ଅନୁବାଦ: “ଯଦି ଈଶ୍ବର ଏହି ମନ୍ତ୍ରଣା କରିଛନ୍ତି ବା ଏହି ଲୋକମାନଙ୍କୁ ଏହି କାର୍ଯ୍ୟ କରିବାକୁ ଆଦେଶ ଦେଇଛନ୍ତି” (ଦେଖ: [[rc://*/ta/man/translate/figs-ellipsis]])
# So they were persuaded
ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ତେଣୁ ଗମଲୀୟେଲ ସେମାନଙ୍କୁ ମନାଇଲେ” (ଦେଖ: [[rc://*/ta/man/translate/figs-activepassive]])