or_tn/act/05/38.md

1.4 KiB

Connecting Statement:

ଗମଲୀୟେଲ ମହାସଭାର ସଦସ୍ୟମାନଙ୍କୁ କହିବା ଶେଷ କରୁଛନ୍ତି I ଯଦିଓ ସେମାନେ ପ୍ରେରିତମାନଙ୍କୁ ପ୍ରହାରକରି ଯୀଶୁଙ୍କ ବିଷୟରେ ଶିକ୍ଷା ନ ଦେବାକୁ ଆଜ୍ଞା ଦେଇ ସେମାନଙ୍କୁ ଛାଡ଼ିଦେଲେ, ତଥାପି ଶିଷ୍ୟମାନେ ଶିକ୍ଷା ଦେବାରେ ଓ ପ୍ରଚାର କରିବାରେ ଲାଗି ରହିଲେ I

keep away from these men and let them alone

ଗମଲୀୟେଲ ପ୍ରେରିତମାନଙ୍କୁ ଆଉ ଦଣ୍ଡ ନ ଦେବାକୁ ଅବା ଆଉଥରେ କାରାଗାରରେ ନ ରଖିବାକୁ ଯିହୂଦୀ ନେତାମାନଙ୍କୁ କହୁଛନ୍ତି I

if this plan or work is of men

ଯଦି ମନୁଷ୍ୟ ଏହି କଳ୍ପନା କରିଛି ବା ଏହି କାର୍ଯ୍ୟ କରୁଛି

it will be overthrown

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “କେହି ଜଣେ ତାହା ଉଚ୍ଛିନ୍ନ କରିବ” (ଦେଖ: rc://*/ta/man/translate/figs-activepassive)