or_tn/act/05/35.md

487 B

pay close attention to

ଏ ବିଷୟରେ ସାବଧାନତାର ସହିତ ଚିନ୍ତା କରନ୍ତୁ କିଅବା “ଏ ବିଷୟରେ ସାବଧାନ ରୁହନ୍ତୁ I” ଗମଲୀୟେଲ ସେମାନଙ୍କୁ ଏପରି କିଛି ନ କରିବାକୁ ସାବଧାନ କରାଇ ଦେଉଛନ୍ତି, ଯେପରି ପରେ ସେମାନଙ୍କୁ ପରିତାପ କରିବାକୁ ନ ପଡ଼େ I