or_tn/act/05/30.md

802 B

The God of our fathers raised up Jesus

ଏଠାରେ “ଉଠାଇବା” ଏକ ରୁଢ଼ି ଅଟେ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପିତୃପୁରୁଷମାନଙ୍କର ଈଶ୍ବର ଯୀଶୁଙ୍କୁ ପୂନର୍ବାର ଜୀବନ ପ୍ରଦାନ କଲେ” (ଦେଖ: rc://*/ta/man/translate/figs-idiom)

by hanging him on a tree

ଏଠାରେ ପିତର କାଠରେ ନିର୍ମିତ କ୍ରୁଶକୁ ବୁଝାଇବାପାଇଁ “କ୍ରୁଶ” ଶବ୍ଦ ବ୍ୟବହାର କରୁଛନ୍ତି I ବିକଳ୍ପ ଅନୁବାଦ: “ତାହାଙ୍କୁ କ୍ରୁଶରେ ଟଙ୍ଗାଇ” (ଦେଖ: rc://*/ta/man/translate/figs-metonymy)