or_tn/act/05/24.md

807 B

General Information:

ଏଠାରେ “ତୁମ୍ଭେମାନେ” ଶବ୍ଦଟି ବହୁବାଚକ ଓ ମନ୍ଦିରର ସେନାପତି ଏବଂ ମହାଯାଜକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-you)

they were much perplexed

ସେମାନେ ଅତ୍ୟଧିକ ହତବୁଦ୍ଧି ହେଲେ କିମ୍ବା “ସେମାନେ ଅତ୍ୟଧିକ ଦ୍ବନ୍ଦରେ ପଡ଼ିଲେ”

concerning them

ସେମାନେ ଏହି କ୍ଷଣି ଶୁଣିଥିବା ବାକ୍ୟ ସମ୍ବନ୍ଧରେ କିଅବା “ଏହି ବିଷୟ ଗୁଡ଼ିକ ସମ୍ବନ୍ଧରେ”

what would come of it

ଓ ଏହାର ପରିଣାମ କଅଣ ହେବ