or_tn/act/05/23.md

595 B

we found no one inside

“କାହାକୁ ପାଇଲୁ ନାହିଁ” ବାକ୍ୟାଂଶଟି ପ୍ରେରିତମାନଙ୍କୁ ବୁଝାଏ I ଏହାର ଅନ୍ତର୍ନିହିତ ଅର୍ଥ ହେଉଛି ଯେ ପ୍ରେରିତମାନଙ୍କ ଛଡା କାରାଗାର କୋଠରୀରେ ଆଉ କେହି ନ ଥିଲେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ସେମାନଙ୍କୁ ଭିତରେ ପାଇଲୁ ନାହିଁ” (ଦେଖ: rc://*/ta/man/translate/figs-explicit)