or_tn/act/05/21.md

1.3 KiB

into the temple

ସେମାନେ ମନ୍ଦିର ପ୍ରାଙ୍ଗଣ ମଧ୍ୟକୁ ଗଲେ, ମନ୍ଦିର ଗୃହ ଭିତରକୁ ନୁହେଁ, ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣ ମଧ୍ୟକୁ” (ଦେଖ: rc://*/ta/man/translate/figs-explicit)

about daybreak

ଯେତେବେଳେ ପ୍ରଭାତ ହେବାକୁ ଲାଗିଲା I ଯଦିଓ ରାତ୍ରିକାଳରେ ଦୂତ ସେମାନଙ୍କୁ କାରାଗାରରୁ ବାହାର କରି ଆଣିଲେ, ତଥାପି ପ୍ରେରିତମାନେ ମନ୍ଦିର ପ୍ରାଙ୍ଗଣରେ ପହଞ୍ଚିବା ସମୟରେ ସୂର୍ଯ୍ୟ ଉଦିତ ହେଉଥିଲା I

sent to the jail to have the apostles brought

ଏହାର ଅନ୍ତର୍ନିହିତ ଅର୍ଥ ହେଉଛି କେହି ଜଣେ କାରାଗାରକୁ ଯାଇଥିଲେ I ବିକଳ୍ପ ଅନୁବାଦ: “ପ୍ରେରିତମାନଙ୍କୁ ଆଣିବାପାଇଁ କାରାଗାରକୁ ଜଣକୁ ପଠାଇଲେ” (ଦେଖ: rc://*/ta/man/translate/figs-ellipsis)