or_tn/act/05/20.md

1008 B
Raw Permalink Blame History

in the temple

ଏଠାରେ ଏହି ବାକ୍ୟାଂଶଟି ମନ୍ଦିର ପ୍ରାଙ୍ଗଣକୁ ବୁଝାଏ, ମନ୍ଦିର ଗୃହକୁ ନୁହେଁ, ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ମନ୍ଦିର ପ୍ରାଙ୍ଗଣରେ” (ଦେଖ: rc://*/ta/man/translate/figs-explicit)

all the words of this life

ଏଠାରେ “କଥା” ଶବ୍ଦଟି ପ୍ରେରିତମାନେ ଆଗରୁ ଘୋଷଣା କରିଥିବା ବାର୍ତ୍ତାକୁ ବୁଝାଏ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଅନନ୍ତ ଜୀବନର ଏ ସବୁ ବାର୍ତ୍ତା” ଅବା ) “ଜୀବନଯାପନର ଏହି ନୂତନ ମାର୍ଗର ସମ୍ପୂର୍ଣ୍ଣ ବାର୍ତ୍ତା” (ଦେଖ: rc://*/ta/man/translate/figs-metonymy)