or_tn/act/05/18.md

4 lines
619 B
Markdown

# laid hands on the apostles
ଏହାର ଅର୍ଥ ଏହି ଯେ ସେମାନେ ବଳ ପ୍ରୟୋଗ କରି ପ୍ରେରିତମାନଙ୍କୁ ଅଟକାଇ ରଖିଲେ I ଏହା କରିବାପାଇଁ ସେମାନେ ଜଗୁଆଳୀମାନଙ୍କୁ ଆଦେଶ ଦେଇପାରିଥାନ୍ତେ I ବିକଳ୍ପ ଅନୁବାଦ: “ଜଗୁଆଳୀମାନଙ୍କ ଦ୍ବାରା ପ୍ରେରିତମାନଙ୍କୁ ବନ୍ଦୀ କଲେ” (See: [[rc://*/ta/man/translate/figs-idiom]] and [[rc://*/ta/man/translate/figs-metonymy]])