or_tn/act/05/16.md

589 B

those afflicted with unclean spirits

ଯେଉଁମାନଙ୍କୁ ଅଶୁଚି ଆତ୍ମାଗୁଡ଼ିକ କ୍ଲେଶ ଦେଉଥିଲେ

they were all healed

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଈଶ୍ବର ସେସମସ୍ତଙ୍କୁ ସୁସ୍ଥ କଲେ” ଅବା “ପ୍ରେରିତମାନେ ସେସମସ୍ତଙ୍କୁ ସୁସ୍ଥ କଲେ” (ଦେଖ: rc://*/ta/man/translate/figs-activepassive)