or_tn/act/05/10.md

8 lines
975 B
Markdown

# fell down at his feet
ଏହାର ଅର୍ଥ ଏହି ଯେ ଯେତେବେଳେ ସେ ମରିଗଲେ, ସେ ପିତରଙ୍କ ସମ୍ମୁଖରେ ପଡ଼ିଗଲେ I ନମ୍ରତାର ଚିହ୍ନ ସ୍ବରୂପ ଜଣେ ଲୋକର ପାଦ ତଳେ ପଡ଼ିବା ସହିତ ଏହି ଭାବ ଦ୍ବନ୍ଦରେ ପକାଇବା ଉଚିତ ନୁହଁ I
# breathed her last
ଏଠାରେ “ପ୍ରାଣ ତ୍ୟାଗ କଲେ”ର ଅର୍ଥ “ଶେଷ ନିଶ୍ବାସ ତ୍ୟାଗ କଲେ” ଓ ""ସେ ମରିଗଲେ"" ବୋଲି କହିବା ନିମନ୍ତେ ଏହା ଏକ ଶିଷ୍ଟାଚାର ଶୈଳୀ ଅଟେ I [ପ୍ରେରିତ ୫:୫](../05/05.md)ରେ ଏକ ସମାନ ବାକ୍ୟାଂଶକୁ ତୁମେ କିପରି ଅନୁବାଦ କଲ ତାହା ଦେଖ I (ଦେଖ: [[rc://*/ta/man/translate/figs-euphemism]])