or_tn/act/04/25.md

1.9 KiB

You spoke by the Holy Spirit through the mouth of your servant, our father David

ଏହାର ଅର୍ଥ ଏହି ଯେ ଈଶ୍ବର ଯାହା କହିଥିଲେ ତାହା କହିବାକୁ ବା ଲେଖିବାକୁ ପବିତ୍ର ଆତ୍ମା ଦାଉଦଙ୍କୁ ଚାଳନା ଦେଲେ I

through the mouth of your servant, our father David

ଏଠାରେ “ମୁଖ” ଶବ୍ଦଟି ଦାଉଦ କହିଥିବା ଅବା ଲେଖିଥିବା ବାକ୍ୟକୁ ବୁଝାଏ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ପିତା ଓ ତୁମ୍ଭର ଦାସ ଦାଉଦଙ୍କ ବାକ୍ୟ ଦ୍ବାରା” (ଦେଖ: rc://*/ta/man/translate/figs-metonymy)

our father David

ଏଠାରେ “ପିତା” “ପିତୃ ପୁରୁଷ/” କୁ ବୁଝାଏ I

Why did the Gentile nations rage, and the peoples imagine useless things?

ଏହା ଏକ ପ୍ରଭାବ ପକାଇବା ପାଇଁ ଉଦ୍ଦିଷ୍ଟ ପ୍ରଶ୍ନ ଯାହା ଈଶ୍ବରଙ୍କୁ ବିରୋଧ କରିବାର ନିଷ୍ଫଳତାକୁ ଜୋର୍ ଦିଏ I ବିକଳ୍ପ ଅନୁବାଦ: “ବିଜାତି ଦେଶଗଣ କଳହ କରିବା ଉଚିତ ନ ଥିଲା ଓ ଲୋକମାନେ ଅନର୍ଥକ ବିଷୟ କଳ୍ପନା କରିବାର ନ ଥିଲା” (ଦେଖ: rc://*/ta/man/translate/figs-rquestion)

the peoples imagine useless things

ଏହି “ ଅନର୍ଥକ” ବିଷୟ ହେଉଛି ଈଶ୍ବରଙ୍କୁ ବିରୋଧ କରିବାର ଯୋଜନା I ବିକଳ୍ପ ଅନୁବାଦ: “ଲୋକମାନେ ଈଶ୍ବରଙ୍କ ବିରୁଦ୍ଧରେ ଅନର୍ଥକ ବିଷୟ କଳ୍ପନା କରନ୍ତି” (ଦେଖ: rc://*/ta/man/translate/figs-explicit)

peoples

ଲୋକଦଳ