or_tn/act/04/23.md

8 lines
807 B
Markdown

# General Information:
ଏକତ୍ର କହି, ଲୋକମାନେ ପୁରାତନ ନିୟମରୁ ଦାଉଦଙ୍କର ଏକ ଗୀତକୁ ଉର୍ଦ୍ଧୃତ କରିଥିଲେ I ଏଠାରେ “ସେମାନେ” ଶବ୍ଦଟି ଅବଶିଷ୍ଟ ବିଶ୍ବାସୀମାନଙ୍କୁ ବୁଝାଏ, ମାତ୍ର ପିତର ଓ ଯୋହନଙ୍କୁ ନୁହେଁ I
# came to their own people
“ଆପଣା ସଙ୍ଗୀମାନେ” ବାକ୍ୟାଂଶଟି ଅବଶିଷ୍ଟ ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: “ଅନ୍ୟ ବିଶ୍ବାସୀମାନଙ୍କ ନିକଟକୁ ଗଲେ” (ଦେଖ: [[rc://*/ta/man/translate/figs-explicit]])