or_tn/act/04/19.md

770 B

General Information:

ଏଠାରେ “ଆମ୍ଭେମାନେ” ଶବ୍ଦଟି ପିତର ଓ ଯୋହନଙ୍କୁ ବୁଝାଏ, କିନ୍ତୁ ଯେଉଁମାନଙ୍କୁ ସେମାନେ କଥା କହୁଥିଲେ ସେମାନଙ୍କୁ ନୁହେଁ I (ଦେଖ: rc://*/ta/man/translate/figs-exclusive)

Whether it is right in the sight of God

ଏଠାରେ “ଈଶ୍ବରଙ୍କ ଦୃଷ୍ଟିରେ” ବାକ୍ୟାଂଶଟି ଈଶ୍ବରଙ୍କ ମତକୁ ବୁଝାଏ I ବିକଳ୍ପ ଅନୁବାଦ: “ଈଶ୍ବର ଏହାକୁ ଠିକ୍ ବୋଲି ଭାବୁଛନ୍ତି ନା ନାହିଁ” (ଦେଖ: rc://*/ta/man/translate/figs-metonymy)