or_tn/act/04/16.md

1.8 KiB

What shall we do to these men?

ଯିହୂଦୀ ନେତାମାନେ ହତାଶ ହୋଇ ଏହି ପ୍ରଶ୍ନ ପଚାରିଥିଲେ, କାରଣ ପିତର ଓ ଯୋହନଙ୍କ ସମ୍ବନ୍ଧରେ କଅଣ କରିବାକୁ ହେବ ତାହା ସେମାନେ ଚିନ୍ତା କରି ପାରି ନ ଥିଲେ I ବିକଳ୍ପ ଅନୁବାଦ: “ଆମ୍ଭେମାନେ ଏହି ଲୋକମାନଙ୍କ ସମ୍ବନ୍ଧରେ କିଛି କରିପାରିବା ନାହିଁ !” (ଦେଖ: rc://*/ta/man/translate/figs-rquestion)

For the fact that a remarkable miracle has been done through them is known to everyone who lives in Jerusalem

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “କାରଣ ଯିରୂଶାଲମ ନିବାସୀ ସମସ୍ତେ ଜାଣିଛନ୍ତି ଯେ ସେମାନେ ଏକ ମହାନ୍ ଆଶ୍ଚର୍ଯ୍ୟ କର୍ମ କରିଛନ୍ତି” (ଦେଖ: rc://*/ta/man/translate/figs-activepassive)

everyone who lives in Jerusalem

ଏହା ଏକ ସାଧାରଣ ଚିନ୍ତାଧାରା I ଏହା ମଧ୍ୟ ଦେଖାଇବା ପାଇଁ ଏକ ଅତିରଂଜନ ହୋଇପାରେ ଯେ ନେତାମାନେ ଏହାକୁ ଏକ ଅତି ବଡ଼ ସମସ୍ୟା ବୋଲି ଭାବୁଥିଲେ I ବିକଳ୍ପ ଅନୁବାଦ: “ଯିରୂଶାଲମ ନିବାସୀ ଅନେକ ଲୋକ” କିମ୍ବା ସମଗ୍ର ଯିରୂଶାଲମରେ ବାସ କରୁଥିବା ଲୋକମାନେ” (ଦେଖ: rc://*/ta/man/translate/figs-hyperbole)