or_tn/act/04/13.md

2.0 KiB

General Information:

ଏଠାରେ ଦ୍ବିତୀୟ ଥର ବ୍ୟବହୃତ “ସେମାନେ” ପିତର ଓ ଯୋହନଙ୍କୁ ବୁଝାଏ I ଏହି ଅଂଶରେ ବ୍ୟବହୃତ ଅନ୍ୟ ସମସ୍ତ “ସେମାନେ” ଶବ୍ଦ ଯିହୂଦୀ ନେତାମାନଙ୍କୁ ବୁଝାଏ I

the boldness of Peter and John

ଏଠାରେ ଗୁଣବାଚକ ବିଶେଷ୍ୟ “ସାହସ”, ପିତର ଓ ଯୋହନ ଯେଉଁ ପ୍ରକାରେ ଯିହୂଦୀ ନେତାମାନଙ୍କୁ ପ୍ରତ୍ୟୁତ୍ତର ଦେଲେ, ତାକୁ ବୁଝାଏ ଓ ତାହାକୁ କ୍ରିୟା ବିଶେଷଣ ବା ବିଶେଷଣ ଭାବରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: “କେଡ଼େ ସାହସର ସହିତ ପିତର ଓ ଯୋହନ କଥା କହିଥିଲେ” କିମ୍ବା “ପିତର ଓ ଯୋହନ କେଡ଼େ ସାହସୀ ଥିଲେ” (ଦେଖ: [[rc:///ta/man/translate/figs-explicit]] and [[rc:///ta/man/translate/figs-abstractnouns]])

boldness

ନିର୍ଭୟରେ

realized that they were ordinary, uneducated men

ପିତର ଓ ଯୋହନ ଯେଉଁ ପ୍ରକାରେ କଥା କହିଲେ, ସେଥିରୁ ଯିହୂଦୀ ନେତାମାନେ ଏହା “ଅନୁଭବ” କଲେ I (ଦେଖ: rc://*/ta/man/translate/figs-explicit)

and realized

ଓ ବୁଝିପାରିଲେ

ordinary, uneducated men

“ଅଶିକ୍ଷିତ ଓ “ଅଜ୍ଞାନ” ଶବ୍ଦ ଏକାଭଳି ଅର୍ଥ ପ୍ରକାଶ କରେ I ସେଗୁଡିକ ଏହା ଉପରେ ଜୋର୍ ଦିଅନ୍ତି ଯେ ପିତର ଓ ଯୋହନ ଯିହୂଦୀ ବ୍ୟବସ୍ଥା ସମ୍ବନ୍ଧରେ କୌଣସି ଆନୁଷ୍ଠାନିକ ଶିକ୍ଷା ପାଇ ନ ଥିଲେ I (ଦେଖ: rc://*/ta/man/translate/figs-doublet)