or_tn/act/04/12.md

2.2 KiB

There is no salvation in any other person

ବିଶେଷ୍ୟ ପଦ “ପରିତ୍ରାଣ”କୁ କ୍ରିୟାପଦ ଭାବରେ ଅନୁବାଦ କରାଯାଇପାରିବ I ଏହାକୁ ସକରାତ୍ମକ ଭାବରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ସେ କେବଳ ଏକ ମାତ୍ର ବ୍ୟକ୍ତି, ଯେ କି ପରିତ୍ରାଣ କରିବାକୁ ସମର୍ଥ” (ଦେଖ: rc://*/ta/man/translate/figs-abstractnouns)

no other name under heaven given among men

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଈଶ୍ବର କାହାକୁ ଆଉ ସେ ନାମ ଦେଇନାହାନ୍ତି“ (ଦେଖ: rc://*/ta/man/translate/figs-activepassive)

no other name ... given among men

“ମନୁଷ୍ୟମାନଙ୍କ ମଧ୍ୟରେ .. ନାମ” ବାକ୍ୟାଂଶଟି ଯୀଶୁଙ୍କ ବ୍ୟକ୍ତିତ୍ବକୁ ବୁଝାଏ I ବିକଳ୍ପ ଅନୁବାଦ: “ଆକାଶ ତଳେ ମନୁଷ୍ୟମାନଙ୍କ ମଧ୍ୟରେ ଥିବା କୌଣସି ବ୍ୟକ୍ତିଙ୍କୁ, ଯାହାଙ୍କ ଦ୍ବାରା” (ଦେଖ: rc://*/ta/man/translate/figs-metonymy)

under heaven

ଜଗତର ସବୁ ସ୍ଥାନକୁ ଦର୍ଶାଇବାର ଏହା ଏକ ଭାଷା I ବିକଳ୍ପ ଅନୁବାଦ: “ଜଗତ ମଧ୍ୟରେ” (ଦେଖ: rc://*/ta/man/translate/figs-idiom)

by which we must be saved

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯାହା ଆମ୍ଭମାନଙ୍କୁ ପରିତ୍ରାଣ କରିପାରିବ” ଅବା “ଯିଏ ଆମ୍ଭମାନଙ୍କୁ ପରିତ୍ରାଣ କରିପାରିବେ” (ଦେଖ: rc://*/ta/man/translate/figs-activepassive)