or_tn/act/04/11.md

1.9 KiB

General Information:

ଏଠାରେ “ଆମ୍ଭେମାନେ” ଶବ୍ଦଟି ପିତରଙ୍କୁ, ଆଉ ମଧ୍ୟ ସେ କହୁଥିବା ଲୋକମାନଙ୍କୁ ବୁଝାଏ I (ଦେଖ: rc://*/ta/man/translate/figs-inclusive)

Connecting Statement:

ପ୍ରେରିତ ୪:୮ରେ ପିତର ଯିହୂଦୀ ଧର୍ମର ଶାସନକର୍ତ୍ତାମାନଙ୍କ ନିମନ୍ତେ ଯେଉଁ ବକ୍ତୃତା ଆରମ୍ଭ କରିଥିଲେ ତାହା ସେ ଶେଷ କରୁଛନ୍ତି I

Jesus Christ is the stone ... which has been made the head cornerstone

ପିତର ଗୀତସଂହିତାରୁ ଉର୍ଦ୍ଧୃତ କରୁଛନ୍ତି I ଏହା ଏକ ରୂପକ ଶବ୍ଦ, ଯାହାର ଅର୍ଥ ଏହି ଯେ ଧର୍ମନେତାଗଣ ଗୃହ ନିର୍ମାଣକାରୀମାନଙ୍କ ପରି ଯୀଶୁଙ୍କୁ ଅଗ୍ରାହ୍ୟ କଲେ, କିନ୍ତୁ ଯେପରି ଗୃହର କୋଣର ପ୍ରଧାନ ପ୍ରସ୍ତର ଗୁରୁତ୍ବପୂର୍ଣ୍ଣ ଅଟେ ସେହିପରି ଈଶ୍ବର ତାହାଙ୍କୁ ଆପଣା ରାଜ୍ୟରେ ସବୁଠାରୁ ମହାନ୍ କଲେ I (ଦେଖ: rc://*/ta/man/translate/figs-metaphor)

head

ଏଠାରେ “ପ୍ରଧାନ” ଶବ୍ଦର ଅର୍ଥ” ସବୁଠାରୁ ମହାନ୍” ଅବା “ଗୁରୁତ୍ବପୂର୍ଣ୍ଣ I

you as builders despised

ତୁମ୍ଭେମାନେ ଗୃହ ନିର୍ମାଣକାରୀ ଭାବରେ ଅଗ୍ରାହ୍ୟ କଲ କିଅବା “ତୁମ୍ଭେମାନେ ଗୃହ ନିର୍ମାଣକାରୀ ଭାବରେ ମୂଲ୍ୟହୀନ ପରି ଅଗ୍ରାହ୍ୟ କଲ”