or_tn/act/04/09.md

1.4 KiB

if we this day are being questioned ... by what means was this man made well?

ପିତର ସ୍ପଷ୍ଟ କରିବା ନିମନ୍ତେ ଏହି ପ୍ରଶ୍ନ ପଚାରୁଛନ୍ତି ଯେ ସେମାନେ ବିଚାରର ସମ୍ମୁଖୀନ ହେବାର ଏହା ହେଉଛି ପ୍ରକୃତ କାରଣ I ବିକଳ୍ପ ଅନୁବାଦ: “ଆପଣମାନେ ଆଜି ଆମ୍ଭମାନଙ୍କୁ ପଚାରୁଅଛନ୍ତି ... ଆମ୍ଭେମାନେ କେଉଁ ଶକ୍ତିରେ ଏହାକୁ ସୁସ୍ଥ କରିଅଛୁ” (ଦେଖ: rc://*/ta/man/translate/figs-rquestion)

we this day are being questioned

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଆପଣମାନେ ଆଜି ଆମ୍ଭମାନଙ୍କୁ ପଚାରୁଅଛନ୍ତି” (ଦେଖ: rc://*/ta/man/translate/figs-activepassive)

by what means was this man made well

ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ ଆମ୍ଭେମାନେ କେଉଁ ଶକ୍ତିରେ ଏହି ଲୋକକୁ ସୁସ୍ଥ କରିଅଛୁ” (ଦେଖ: rc://*/ta/man/translate/figs-activepassive)