or_tn/act/03/19.md

1.4 KiB

and turn

ଓ ପ୍ରଭୁଙ୍କ ନିକଟକୁ ଫେରି ଆସନ୍ତୁ I ଏଠାରେ “ଫେରି ଆସନ୍ତୁ” ପ୍ରଭୁଙ୍କର ଆଜ୍ଞାବହ ହେବାକୁ ଆରମ୍ଭ କରିବାର ଏକ ରୂପକ ଶବ୍ଦ I ବିକଳ୍ପ ଅନୁବାଦ: “ଏବଂ ପ୍ରଭୁଙ୍କର ଆଜ୍ଞାବହ ହେବାକୁ ଆରମ୍ଭ କରନ୍ତୁ” (ଦେଖ: rc://*/ta/man/translate/figs-metaphor)

so that your sins may be blotted out

ଏଠାରେ “ମୋଚନ” କ୍ଷମା କରିବାର ଏକ ରୂପକ ଶବ୍ଦ I ପାପ ବିଷୟରେ ଏପରି କୁହାଯାଏ ଯେ ସତେ ଯେପରି ସେଗୁଡିକ ଗୋଟିଏ ପୁସ୍ତକରେ ଲେଖାଯାଏ ଓ ଯେତେବେଳେ ଈଶ୍ବର କ୍ଷମା କରନ୍ତି ସେ ସେଗୁଡିକୁ ପୁସ୍ତକରୁ ଲିଭାଇ ଦିଅନ୍ତି I ଏହା କର୍ତ୍ତୃ ବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଯେପରି ତାହାଙ୍କ ବିରୁଦ୍ଧରେ ପାପ କରିଥିବା ହେତୁ ଈଶ୍ବର ତୁମ୍ଭମାନଙ୍କୁ କ୍ଷମା କରିବେ” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/figs-metaphor]])