or_tn/act/03/15.md

800 B
Raw Permalink Blame History

General Information:

ଏଠାରେ ଆମ୍ଭେମାନେ” ଶବ୍ଦଟି କେବଳ ପିତର ଓ ଯୋହନଙ୍କୁ ଅନ୍ତର୍ଭୁକ୍ତ କରେ I (ଦେଖ: rc://*/ta/man/translate/figs-exclusive)

Founder of life

ଏହା ଯୀଶୁଙ୍କୁ ବୁଝାଏ I ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ଯେ ଲୋକମାନଙ୍କୁ ଅନନ୍ତ ଜୀବନ ଦିଅନ୍ତି” କିମ୍ବା ) “ଜୀବନର କର୍ତ୍ତା” କିଅବା ୩) “ଜୀବନର ସ୍ରଷ୍ଟା” ଅବା ୪) “ଯେ ଲୋକମାନଙ୍କୁ ଜୀବନ ଆଡ଼କୁ କଢ଼ାଇ ନିଅନ୍ତି” (ଦେଖ: rc://*/ta/man/translate/figs-metaphor)