or_tn/act/03/12.md

20 lines
2.1 KiB
Markdown

# When Peter saw this
ଏଠାରେ “ଏହା” ଶବ୍ଦଟି ଲୋକମାନଙ୍କର ବିସ୍ମୟ ଭାବକୁ ବୁଝାଏ I
# You men of Israel
ସହ-ଇଶ୍ରାୟେଲୀୟଗଣ I ପିତର ଲୋକମାନଙ୍କୁ କହୁଛନ୍ତି I
# why do you marvel?
ପିତର ଏହି ପ୍ରଶ୍ନଟି ଗୁରୁତ୍ବ ଦେବା ପାଇଁ ପଚାରୁଛନ୍ତି ଯେ ଯାହା ଘଟିଅଛି, ସେଥିରେ ସେମାନଙ୍କର ଆଶ୍ଚର୍ଯ୍ୟ ହେବା ଉଚିତ ନୁହଁ I ବିକଳ୍ପ ଅନୁବାଦ: “ତୁମ୍ଭେମାନେ ଆଶ୍ଚର୍ଯ୍ୟ ହେବା ଉଚିତ ନୁହଁ” (See: [[rc://*/ta/man/translate/figs-rquestion]])
# Why do you fix your eyes on us, as if we had made him to walk by our own power or godliness?
ପିତର ଏହି ପ୍ରଶ୍ନଟି ଗୁରୁତ୍ବ ଦେବା ପାଇଁ ପଚାରୁଛନ୍ତି ଯେ ଲୋକମାନେ ଭାବିବା ଉଚିତ ନୁହଁ ଯେ ସେ ଓ ଯୋହନ ସେମାନଙ୍କ ନିଜ ଶକ୍ତି ବଳରେ ଏହି ଲୋକକୁ ସୁସ୍ଥ କରିଛନ୍ତି I ଏହା ଦୁଇଟି ଉକ୍ତିରେ ଲେଖାଯାଇପାରିବ I ବିକଳ୍ପ ଅନୁବାଦ: “ଆମ୍ଭମାନଙ୍କ ଆଡ଼କୁ ସ୍ଥିର ଦୃଷ୍ଟିରେ ଚାହଁ ନାହିଁ I ଆମ୍ଭେମାନେ ଆମ୍ଭମାନଙ୍କ ନିଜ ଶକ୍ତି ଅବା ଧାର୍ମିକତାରେ ତାହାକୁ ଚାଲିବାକୁ ଦେଇ ନାହୁଁ “ (See: [[rc://*/ta/man/translate/figs-rquestion]])
# fix your eyes on us
ଏହାର ଅର୍ଥ ଏହି ଯେ ସେମାନେ ସେମାନଙ୍କ ପ୍ରତି ଆଶାର ସହିତ ଏକ ଦୃଷ୍ଟିରେ ଚାହିଁ ରହିଲେ I ବିକଳ୍ପ ଅନୁବାଦ: “ଆମ୍ଭ ଆଡକୁ ଅନାଅ ” ଅବା “ଆମ୍ଭ ଆଡକୁ ଚାହଁ” (See: [[rc://*/ta/man/translate/figs-idiom]])