or_tn/act/03/08.md

447 B

he entered ... into the temple

ସେ ମନ୍ଦିର ଗୃହ ଭିତରକୁ ଗଲେ ନାହିଁ ଯେଉଁଠିକି କେବଳ ଯାଜକମାନେ ଯାଇପାରନ୍ତି I ବିକଳ୍ପ ଅନୁବାଦ: “ସେ ମନ୍ଦିର ଅଞ୍ଚଳକୁ ...ପ୍ରବେଶ କଲା” କିମ୍ବା “ସେ ମନ୍ଦିର ପ୍ରାଙ୍ଗଣରେ ପ୍ରବେଶ କଲା”