or_tn/act/02/45.md

1.0 KiB

property and possessions

ସେମାନଙ୍କର ଭୁମି ଓ ଯାହା ସ୍ଥାବର ସମ୍ପତ୍ତି ଥିଲା

distributed them to all

ଏଠାରେ “ସେଗୁଡିକ” ଲାଭ କରିଥିବା ଅର୍ଥକୁ ବୁଝାଏ ଯାହା ସେମାନେ ଆପଣା ଆପଣାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିକ୍ରୀ କରି ପାଇଥିଲେ I ବିକଳ୍ପ ଅନୁବାଦ: “ପାଇଥିବା ଅର୍ଥକୁ ସମସ୍ତଙ୍କୁ ବାଣ୍ଟିଦେଲେ” (ଦେଖ: rc://*/ta/man/translate/figs-metonymy)

according to the needs anyone had

ସେମାନେ ଆପଣା ଆପଣାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ବିକ୍ରୀକରି ପାଇଥିବା ଅର୍ଥକୁ ପ୍ରୟୋଜନ ଅନୁସାରେ ବିଶ୍ବାସୀମାନଙ୍କ ମଧ୍ୟରେ ବାଣ୍ଟିଦେଲେ I