or_tn/act/02/40.md

1.6 KiB

ଏଠାରେ ପେଣ୍ଟିକଷ୍ଟ ଦିନରେ ଘଟିଥିବା ଘଟଣା ଆଂଶିକ ଭାବେ ସମାପ୍ତ ହେଉଛି I ୪୨ ପଦ ଆଉ ଏକ ଅଂଶ ଆରମ୍ଭ କରେ ଯାହା ବ୍ୟାଖ୍ୟା କରୁଛି ଯେ ପେଣ୍ଟିକଷ୍ଟ ଦିନପରେ ବିଶ୍ବାସୀମାନେ କିପରି ଜୀବନ ଯାପନ କରିବାକୁ ଲାଗିଲେ I (See: rc://*/ta/man/translate/writing-endofstory)

he testified and urged them

ସେ ସେମାନଙ୍କୁ ଦୃଢ଼ରୂପେ କହି ନିବେଦନ କଲେ I ଏଠାରେ “ସାକ୍ଷ୍ୟ ଦେବାକୁ ଲାଗିଲେ” ଓ “ଉପଦେଶ ଦେଇ କହିଲେ” ଶବ୍ଦ ଗୁଡ଼ିକ ଏକାପରି ଅର୍ଥ ପ୍ରକାଶ କରୁଛି ଏବଂ ଗୁରୁତ୍ବ ପ୍ରଦାନ କରୁଛି ଯେ ପିତର ଯାହା କହୁଛନ୍ତି, ତା’ର ପ୍ରତ୍ୟୁତ୍ତର ଦେବାକୁ ସେ ସେମାନଙ୍କୁ ଦୃଢ଼ରୁପେ ନିବେଦନ କରୁଛନ୍ତି” (See: rc://*/ta/man/translate/figs-doublet)

Save yourselves from this wicked generation

ଅନ୍ତର୍ନିହିତ ଅର୍ଥ ହେଉଛି ଯେ ଈଶ୍ବର “ଏହି କୁଟିଳ ବଂଶ”କୁ ଦଣ୍ଡ ଦେବେ I ବିକଳ୍ପ ଅନୁବାଦ: “ଆପଣା ଆପଣାକୁ ଏହି କୁଟିଳ ବଂଶର ଦଣ୍ଡରୁ ରକ୍ଷା କରନ୍ତୁ” (See: rc://*/ta/man/translate/figs-explicit)