or_tn/act/02/37.md

1.3 KiB

General Information:

ଏଠାରେ “ସେମାନେ” ଶବ୍ଦଟି ଜନଗହଳିରେ ଥିବା ଲୋକମାନଙ୍କୁ ବୁଝାଏ ଯେଉଁମାନଙ୍କୁ ପିତର କଥା କହୁଥିଲେ I

Connecting Statement:

ଲୋକମାନେ ପିତରଙ୍କ ବକ୍ତୃତା ଉପରେ ପ୍ରତିକ୍ରିୟା ଦିଅନ୍ତି ଓ ପିତର ସେମାନଙ୍କୁ ଉତ୍ତର ଦିଅନ୍ତି I

when they heard this

ପିତର କହୁଥିବା କଥା ଯେତେବେଳେ ଲୋକମାନେ ଶୁଣିଲେ

they were pierced in their hearts

ଏହାକୁ କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ; “ପିତରଙ୍କ କଥା ସେମାନଙ୍କ ହୃଦୟକୁ ବିଦୀର୍ଣ୍ଣ କଲା” (ଦେଖ: rc://*/ta/man/translate/figs-activepassive)

pierced in their hearts

ଏହାର ଅର୍ଥ ଏହି ଯେ ଲୋକମାନେ ନିଜକୁ ଦୋଷୀ ଅନୁଭବ କରି ଅତି ଦୁଃଖିତ ହେଲେ I ବିକଳ୍ପ ଅନୁବାଦ: “ଅତିଶୟ ବିଚଳିତ ହେଲେ” (ଦେଖ: rc://*/ta/man/translate/figs-idiom)