or_tn/act/02/35.md

617 B

until I make your enemies the stool for your feet

ଏହାର ଅର୍ଥ ଏହି ଯେ ଈଶ୍ବର ମଶୀହଙ୍କର ଶତ୍ରୁମାନଙ୍କୁ ସମ୍ପୂର୍ଣ୍ଣଭାବରେ ପରାସ୍ତକରି ସେମାନଙ୍କୁ ତାହାଙ୍କର ବଶୀଭୂତ କରିବେ I ବିକଳ୍ପ ଅନୁବାଦ:”ଆମ୍ଭେ ତୁମ୍ଭକୁ ତୁମ୍ଭର ସମସ୍ତ ଶତ୍ରୁମାନଙ୍କ ଉପରେ ବିଜୟୀ କରିବା ପର୍ଯ୍ୟନ୍ତ” (ଦେଖ: rc://*/ta/man/translate/figs-metaphor)