or_tn/act/02/34.md

1.2 KiB

General Information:

ପିତର ପୁନର୍ବାର ଦାଉଦଙ୍କର ଗୀତକୁ ଉର୍ଦ୍ଧୃତ କରୁଛନ୍ତି I ଏହି ଗୀତରେ ଦାଉଦ ନିଜ ବିଷୟରେ କହୁନାହାନ୍ତି I “ପ୍ରଭୁ” ଓ “ମୋହର” ଶବ୍ଦ ଈଶ୍ବରଙ୍କୁ ବୁଝାଏ; “ମୋହର ପ୍ରଭୁ” ଓ “ତୁମ୍ଭର” ଶବ୍ଦ ମଶୀହ ଯୀଶୁଙ୍କୁ ବୁଝାଏ I

Connecting Statement:

ପିତର ଯିହୂଦୀମାନଙ୍କ ପ୍ରତି Acts 1:16 ରେ ଆରମ୍ଭ କରିଥିବା ଆପଣା ବକ୍ତୃତା ଶେଷ କରୁଛନ୍ତି I

Sit at my right hand

“ଈଶ୍ବରଙ୍କ ଦକ୍ଷିଣ ହସ୍ତ” ପାର୍ଶ୍ବରେ ବସିବାର ଅର୍ଥ ହେଉଛି ଈଶ୍ବରଙ୍କଠାରୁ ସମ୍ମାନ ଓ ଅଧିକାର ପାଇବାର ଏକ ସାଂକେତିକ କାର୍ଯ୍ୟ I ବିକଳ୍ପ ଅନୁବାଦ: “ମୋ ପାଖରେ ସମ୍ମାନର ସ୍ଥାନରେ ବସ” (ଦେଖ: rc://*/ta/man/translate/translate-symaction)