16 lines
2.1 KiB
Markdown
16 lines
2.1 KiB
Markdown
# General Information:
|
|
|
|
ଏଠାରେ ପିତର ଗୀତ ସଂହିତାରେ ଦାଉଦ ଯୀଶୁଙ୍କର କ୍ରୁଶାରୋପଣ ଓ ପୁନରୁତ୍ଥାନ ସମ୍ବନ୍ଧରେ ଲେଖିଥିବା ଏକ ଅଂଶକୁ ଉର୍ଦ୍ଧୃତ କରୁଛନ୍ତି I ଯେହେତୁ ପିତର କହୁଛନ୍ତି ଯେ ଦାଉଦ ଏ ସମସ୍ତ ବାକ୍ୟ ଯୀଶୁଙ୍କ ବିଷୟରେ କହିଥିଲେ, ତେଣୁକରି “ମୁଁ” ଓ “ମୋହର” ଶବ୍ଦ ସବୁ ଯୀଶୁଙ୍କୁ ବୁଝାଏ ଏବଂ “ପ୍ରଭୁ” ଓ “ସେ” ଈଶ୍ବରଙ୍କୁ ବୁଝାଏ I
|
|
|
|
# before my face
|
|
|
|
ମୋହର ସମ୍ମୁଖରେ I ବିକଳ୍ପ ଅନୁବାଦ: “ମୋହର ଉପସ୍ଥିତିରେ” କିମ୍ବା “ ମୋ ସହିତ” (ଦେଖ: [[rc://*/ta/man/translate/figs-synecdoche]] ଓ [[rc://*/ta/man/translate/figs-idiom]])
|
|
|
|
# beside my right hand
|
|
|
|
କାହାରି “ଦକ୍ଷିଣ ହସ୍ତ” ପାଖରେ ରହିବାର ଅର୍ଥ ସାଧାରଣତଃ ସାହାଯ୍ୟ କରିବା ଓ ଭାର ସମ୍ଭାଳିବା ସ୍ଥିତିରେ ରହିବାକୁ ବୁଝାଏ I ବିକଳ୍ପ ଅନୁବାଦ: “ ଠିକ୍ ମୋ ପାଖରେ” କିମ୍ବା ""ମତେ ସାହାଯ୍ୟ କରିବାକୁ ମୋ ସହିତ” (ଦେଖ: [[rc://*/ta/man/translate/figs-synecdoche]] ଓ [[rc://*/ta/man/translate/figs-idiom]])
|
|
|
|
# I should not be moved
|
|
|
|
ଏଠାରେ “ବିଚଳିତ” ଶବ୍ଦଟିର ଅର୍ଥ ଅସ୍ଥିର ହେବା I ଏହା କର୍ତ୍ତୃ ବାଚ୍ୟରେ ପ୍ରକାଶ କରାଯାଇପାରିବ I ବିକଳ୍ପ ଅନୁବାଦ: “ଲୋକେ ମୋତେ ଅସ୍ଥିର କରିପାରିବେ ନାହିଁ” କିମ୍ବା “ କୌଣସି ବିଷୟ ମୋତେ ଅସ୍ଥିର କରିପାରିବ ନାହିଁ” (ଦେଖ: [[rc://*/ta/man/translate/figs-activepassive]])
|