16 lines
2.2 KiB
Markdown
16 lines
2.2 KiB
Markdown
# But God raised him up
|
|
|
|
ଏଠାରେ ଉଠାଇବା ଏକ ରୁଢି, ଯାହାର ଅର୍ଥ ଜଣେ ମୃତ ଲୋକକୁ ପୁନର୍ବାର ଜୀବନ ପ୍ରଦାନ କରିବା I ବିକଳ୍ପ ଅନୁବାଦ: “କିନ୍ତୁ ଈଶ୍ବର ତାହାଙ୍କୁ ପୁନର୍ବାର ଜୀବନ ପ୍ରଦାନ କଲେ “(ଦେଖ: [[rc://*/ta/man/translate/figs-idiom]])
|
|
|
|
# freeing him from the pains of death
|
|
|
|
ପିତର ମୃତ୍ୟୁଭୋଗ କରିବା ବିଷୟକୁ ଏପରି କହୁଛନ୍ତି ସତେ ଯେପରି ମୃତ୍ୟୁ ଏକ ବ୍ୟକ୍ତି, ଯିଏ ଲୋକମାନଙ୍କୁ ଯନ୍ତ୍ରଣାଦାୟକ ଦଉଡ଼ିରେ ବାନ୍ଧି ସେମାନଙ୍କୁ ବନ୍ଦୀକରି ଧରିରଖେ I ସେ ଖ୍ରୀଷ୍ଟଙ୍କର ମୃତ୍ୟୁକୁ ଈଶ୍ବର ସମାପ୍ତ କରିବା ବିଷୟରେ କହୁଛନ୍ତି, ସତେ ଯେପରି ଈଶ୍ବର ଖ୍ରୀଷ୍ଟଙ୍କୁ ଧରିରଖିଥିବା ଦଉଡ଼ିସବୁକୁ ଛିଣ୍ଡାଇ ଖ୍ରୀଷ୍ଟଙ୍କୁ ମୁକ୍ତ କଲେ I ବିକଳ୍ପ ଅନୁବାଦ: ”ମୃତ୍ୟୁର ଯନ୍ତ୍ରଣାକୁ ଶେଷ କରି” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-personification]])
|
|
|
|
# for him to be held by it
|
|
|
|
ଏହା କର୍ତ୍ତୃବାଚ୍ୟରେ ପ୍ରକାଶ କରାଯାଇ ପାରିବ I ବିକଳ୍ପ ଅନୁବାଦ: “ମୃତ୍ୟୁ ତାଙ୍କୁ ଧରି ରଖିବା” (ଦେଖ: [[rc://*/ta/man/translate/figs-activepassive]])
|
|
|
|
# for him to be held by it
|
|
|
|
ଖ୍ରୀଷ୍ଟ ମୃତ ହୋଇ ରହିବା ବିଷୟରେ ପିତର କହୁଛନ୍ତି ସତେ ଯେପରି ମୃତ୍ୟୁ ଏକ ବ୍ୟକ୍ତି ଯିଏ ତାଙ୍କୁ ବନ୍ଦୀ କରି ରଖିଛି I ବିକଳ୍ପ ଅନୁବାଦ: “ ସେ ମୃତ ହୋଇ ରହିବା” (ଦେଖ: [[rc://*/ta/man/translate/figs-personification]])
|