or_tn/act/02/13.md

543 B

They are full of new wine

କେତେ ଲୋକ ବିଶ୍ବାସୀମାନଙ୍କୁ ଅତ୍ୟଧିକ ମଦ୍ୟପାନ କରିଥିବାର ଅଭିଯୋଗ କରୁଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ମଦ୍ୟପାନ କରିଛନ୍ତି” (ଦେଖ: rc://*/ta/man/translate/figs-idiom)

new wine

ଏହା ଏପରି ମଦ୍ୟକୁ ବୁଝାଏ ଯାହା ପ୍ରସ୍ତୁତିର ପ୍ରକ୍ରିୟାରେ ରହିଛି I