or_tn/act/02/12.md

508 B

amazed and perplexed

ଏହି ଦୁଇଟି ଶବ୍ଦ ଏକାପରି ଅର୍ଥ ପ୍ରକାଶ କରନ୍ତି I ସେଗୁଡିକ ମିଳିତଭାବରେ ଗୁରୁତ୍ବ ଦେଉଛନ୍ତି ଯେ କ’ଣ ସବୁ ଘଟୁଅଛି ଲୋକମାନେ ବୁଝିପାରୁନଥିଲେ I ବିକଳ୍ପ ଅନୁବାଦ: “ଆଚମ୍ବିତ ଓ ହତବୁଦ୍ଧି ହେଲେ” (ଦେଖ: rc://*/ta/man/translate/figs-doublet)