or_tn/act/02/07.md

1.2 KiB

They were amazed and marveled

ଏହି ଦୁଇଟି ଶବ୍ଦ ଏକାପରି ଅର୍ଥ ପ୍ରକାଶ କରୁଛି I ସେଗୁଡିକ ମିଳିତଭାବରେ ଚମତ୍କୃତହେବାର ତୀବ୍ରତାକୁ ଗୁରୁତ୍ବ ଦେଉଛନ୍ତି I ବିକଳ୍ପ ଅନୁବାଦ: “ସେମାନେ ମହା ଆଚମ୍ବିତ ହେଲେ” (ଦେଖ: rc://*/ta/man/translate/figs-doublet)

Really, are not all these who are speaking Galileans?

ସେମାନଙ୍କର ବିସ୍ମୟ ଭାବ ପ୍ରକାଶ କରିବାପାଇଁ ଲୋକମାନେ ଏହି ପ୍ରଶ୍ନ ପଚାରୁଛନ୍ତି I ପ୍ରଶ୍ନଟିକୁ ଏକ ବିସ୍ମୟ ସୂଚକ ଭାବଭଙ୍ଗୀରେ ପରିବର୍ତ୍ତନ କରାଯାଇପାରିବ I ବିକଳ୍ପ ଅନୁବାଦ: “ ଏହି ସମସ୍ତ ଗାଲୀଲୀୟମାନେ ଆମ୍ଭମାନଙ୍କର ଭାଷାଗୁଡ଼ିକୁ ଜାଣିଥିବା ସମ୍ଭବ ନୁହେଁ !"" (ଦେଖ: [[rc:///ta/man/translate/figs-rquestion]] ଓ [[rc:///ta/man/translate/figs-exclamations]])