# General Information:
ଏହା ଏକ ନୂଆ ଘଟଣା; ଏହା ବର୍ତ୍ତମାନ ପେଣ୍ଟିକଷ୍ଟ ଦିନ, ନିସ୍ତାର ପର୍ବର ପରବର୍ତ୍ତୀ ୫୦ତମ ଦିନ I
ଏଠାରେ “ସେମାନେ” ଶବ୍ଦଟି ଲୂକ [ପ୍ରେରିତ ୧:୧୫ ](../01/15.md) ରେ ଉଲ୍ଲେଖ କରିଥିବା ପ୍ରେରିତ ଓ ଅନ୍ୟ ୧୨୦ ଜଣ ବିଶ୍ବାସୀଗଣଙ୍କୁ ବୁଝାଏ I