or_tn/act/01/25.md

1.4 KiB

to take the place in this ministry and apostleship

ଏଠାରେ “ପ୍ରେରିତ ପଦ” ଶବ୍ଦଟି ଏହା କି ପ୍ରକାର “ସେବାକାର୍ଯ୍ୟ” ତାହା ବର୍ଣନା କରେ I ବିକଳ୍ପ ଅନୁବାଦ: “ପ୍ରୈରିତିକ ସେବାକାର୍ଯ୍ୟ ରେ ଯିହୂଦାର ସ୍ଥାନ ନେବା” କିମ୍ବା “ଜଣେ ପ୍ରେରିତ ଭାବରେ ସେବା କରିବା ନିମନ୍ତେ ଯିହୂଦାର ସ୍ଥାନ ନେବା” (ଦେଖ: rc://*/ta/man/translate/figs-doublet)

from which Judas turned away

ଏଠାରେ “ପତିତ” ଶବ୍ଦର ଅର୍ଥ ହେଉଛି ଯେ ଯିହୂଦା ଏହି ସେବା କାର୍ଯ୍ୟ କରିବା ବନ୍ଦ କରିଦେଲା I ବିକଳ୍ପ ଅନବାଦ: “ଯାହା ପୂରଣ କରିବାରୁ ଯିହୂଦା ନିରସ୍ତ ହୋଇଅଛି”

to go to his own place

ଏହି ବାକ୍ୟାଂଶଟି ଯିହୂଦାର ମୃତ୍ୟୁ ଓ ସମ୍ଭବତଃ ମୃତ୍ୟୁପରେ ତାହାର ବିଚାରକୁ ବୁଝାଏ I ବିକଳ୍ପ ଅନୁବାଦ: “ସ୍ବସ୍ଥାନକୁ ଯିବା ନିମନ୍ତେ” (ଦେଖ: rc://*/ta/man/translate/figs-euphemism)