or_tn/act/01/23.md

992 B

They put forward two men

ଏଠାରେ “ସେମାନେ” ଶବ୍ଦଟି ଉପସ୍ଥିତ ଥିବା ସମସ୍ତ ବିଶ୍ବାସୀମାନଙ୍କୁ ବୁଝାଏ I ବିକଳ୍ପ ଅନୁବାଦ: ପିତରଙ୍କ ତାଲିକା ଅନ୍ତର୍ଭୁକ୍ତ ଯୋଗ୍ୟତାଗୁଡିକୁ ପୂରଣ କରୁଥିବା ଦୁଇ ଜଣଙ୍କର ନାମ ସେମାନେ ପ୍ରସ୍ତାବ ଦେଲେ” (ଦେଖ: rc://*/ta/man/translate/figs-explicit)

Joseph called Barsabbas, who was also named Justus

ଏହା କର୍ତ୍ତୃ ବାଚ୍ୟରେ ଅନୁବାଦ କରାଯାଇପାରିବ I ବିକଳ୍ପ ଅନୁବାଦ: ଯୋଷେଫ, ଯାହାଙ୍କୁ ଲୋକେ ବର୍ଶବ୍ବା ଓ ଯୂସ୍ତ ବୋଲି କହନ୍ତି” (ଦେଖ: [[rc:///ta/man/translate/figs-activepassive]] ଓ [[rc:///ta/man/translate/translate-names]])