or_tn/act/01/17.md

12 lines
1.2 KiB
Markdown

# General Information:
୧୮-୧୯ ପଦରେ ଲେଖକ ଯିହୂଦା କିପରି ମୃତ୍ୟୁଭୋଗ କଲେ ଓ ସେ ମୃତ୍ୟୁଭୋଗ କରିଥିବା କ୍ଷେତ୍ରକୁ ଲୋକମାନେ କଅଣ ବୋଲି ନାମ ଦେଲେ, ପାଠକମାନଙ୍କୁ ତହିଁର ପୃଷ୍ଠଭୂମିର ସୂଚନା ଦେଉଛନ୍ତି I ଏହା ପିତରଙ୍କ ବକ୍ତୃତାର ଅଂଶ ନୁହେଁ I (ଦେଖ: [[rc://*/ta/man/translate/writing-background]])
# General Information:
ଯଦିଓ ପିତର ଲୋକମାନଙ୍କର ସମସ୍ତ ଦଳକୁ ସମ୍ବୋଧନକରି କହୁଛନ୍ତି, ଏଠାରେ “ଆମ୍ଭମାନଙ୍କ” ଶବ୍ଦଟି କେବଳ ପ୍ରେରିତମାନଙ୍କୁ ବୁଝାଏ I (ଦେଖ: [[rc://*/ta/man/translate/figs-exclusive]])
# Connecting Statement:
୧୭ ପଦରେ ପିତର ବିଶ୍ବାସୀମାନଙ୍କୁ ଆପଣାର ବକ୍ତୃତା କହିବା ଜାରି ରଖିଛନ୍ତି ଯାହା ସେ [ପ୍ରେରିତ ୧:୧୬]ରେ ଆରମ୍ଭ କରିଥିଲେ(../01/16.md).