or_tn/act/01/16.md

8 lines
658 B
Markdown

# it was necessary that the scripture should be fulfilled
ଏହା କର୍ମ ବାଚ୍ୟରେ କୁହାଯାଇପାରିବ I ବିକଳ୍ପ ଅନୁବାଦ: “ସେହି ଶାସ୍ତ୍ରୀୟ ବାକ୍ୟ ସଫଳ ହେବା ଆବଶ୍ୟକ ଥିଲା” (ଦେଖ: [[rc://*/ta/man/translate/figs-activepassive]])
# by the mouth of David
“ମୁଖ” ଶବ୍ଦଟି ଦାଉଦ ଲେଖିଥିବା ବାକ୍ୟଗୁଡିକୁ ବୁଝାଏ I ବିକଳ୍ପ ଅନୁବାଦ: ଦାଉଦଙ୍କର ବାକ୍ୟଦେଇ” (ଦେଖ: [[rc://*/ta/man/translate/figs-metonymy]])