or_tn/act/01/14.md

8 lines
549 B
Markdown

# They were all united as one
ଏହାର ଅର୍ଥ ଏହି ଯେ ପ୍ରେରିତ ଓ ବିଶ୍ବାସୀମାନଙ୍କର ଉତ୍ସର୍ଗ ଓ ଉଦ୍ଦେଶ୍ୟ ସର୍ବସାଧାରଣ ଥିଲା ଓ ସେମାନଙ୍କ ମଧ୍ୟରେ ବିବାଦ ନ ଥିଲା I
# as they diligently continued in prayer
ଏହାର ଅର୍ଥ ଏହି ଯେ ଶିଷ୍ୟମାନେ ନିୟମିତଭାବରେ ବାରମ୍ବାର ପ୍ରାର୍ଥନା କରୁଥିଲେ I