or_tn/act/01/08.md

789 B
Raw Permalink Blame History

you will receive power ... and you will be my witnesses

ପ୍ରେରିତମାନେ ଶକ୍ତି ପାଇବେ, ଯାହା ସେମାନଙ୍କୁ ଯୀଶୁଙ୍କ ସକାଶେ ସାକ୍ଷୀ ହେବାପIଇଁ ଶକ୍ତି ଦେବ I ବିକଳ୍ପ ଅନୁବାଦ: “ମୋହର ସାକ୍ଷୀ ହେବାପIଇଁ ...ଈଶ୍ବର ତୁମ୍ଭମାନଙ୍କୁ ଶକ୍ତି ଦେବେ I”

to the ends of the earth

ସମ୍ଭାବିତ ଅର୍ଥଗୁଡ଼ିକ ହେଲା ୧) “ସମଗ୍ର ଜଗତରେ” କିମ୍ବା ) ପୃଥିବୀର ଦୂର ପ୍ରାନ୍ତରେ ଥିବା ସ୍ଥାନଗୁଡିକରେ (ଦେଖ: rc://*/ta/man/translate/figs-idiom)